ଓଡ଼ିଶା: ଆଜିର ଫଟୋ (ଜୁଲାଇ ୩୧, ୨୦୨୧)

କଟକ ପୁରୀଘାଟ ଦେବୀଗଡାରେ କାଠଯୋଡ଼ି ନଦୀରେ ବନ୍ୟା ଜଳର ଦୃଶ୍ୟ

 

କଟକରେ  ପାଣି ପାଇପ୍ ଟ୍ୟାପଟି ଖୋଲା ଥିବାରୁ ପାନୀୟ ଜଳର ଅପଚୟ

 

ଭୁବନେଶ୍ୱର ରାଜମହଲ୍ ଛକରେ ଶଟ୍‌ଡାଉନ୍ ପାଇଁ ଚେକିଂ

 

ଭୁବନେଶ୍ୱର ରାଜମହଲ୍ ଛକରେ ଜଣେ ରିକ୍ସା ଚାଳକ ଶୋଇଛନ୍ତି

 

କଟକରେ ଶଟ୍‌ଡାଉନ୍