ଓଡ଼ିଶା: ଆଜିର ଫଟୋ ( ୩୦ ମାର୍ଚ୍ଚ, ୨୦୨୪ )

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଅନୁଷ୍ଠିତ କଟକ କଳା ବିକାଶ କେନ୍ଦ୍ର ମହୋତ୍ସବ ଉଦଯାପନୀ ସନ୍ଧ୍ୟାରେ ଛାତ୍ରୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ

 

 

ଭୁବନେଶ୍ୱର ଉପକଣ୍ଠ ମଦନପୁରରେ ପଞ୍ଚୁଦୋଳ ମେଳଣ ହରିହର ଭେଟ