ଓଡ଼ିଶା: ଆଜିର ଫଟୋ ( ଜୁନ୍ ୩୦, ୨୦୨୧)

ଭୁବନେଶ୍ୱରରେ ନିମୋକୋକାଲ କଞ୍ଜୁଗେଟ ଟୀକାକରଣ ଶୁଭାରମ୍ଭ

 

ଭୁବନେଶ୍ୱର ଉପକଣ୍ଠ ଧଉଳିରେ ଜଣେ ବ୍ୟକ୍ତି ଚାଷ କାର୍ଯ୍ୟରେ ବ୍ୟସ୍ତ

 

ଭୁବନେଶ୍ୱର ଓୟୁଏଟିରେ ଥିବା ଜଳାଶୟରେ ଖାଦ୍ୟ ଅନ୍ୱେଷଣ କରୁଛି ବଗ