ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨, ୨୦୨୩ )

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ ଏଲ୍ – ୧ ର ଲଞ୍ଚ ଦେଖୁଛନ୍ତି ସ୍କୁଲ ପିଲାମାନେ

 

ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷା ବିକାଶ ସମିତି ପକ୍ଷରୁ ଗଣିତ ମେଳାକୁ ଅତିଥି ଓ ପିଲାମାନେ ବୁଲି ଦେଖୁଛନ୍ତି

 

 

ଭୁବନେଶ୍ୱର ଜଗନ୍ନାଥ ନଗରରେ ମଶାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଜଣେ ବିଏମସି କର୍ମୀ ମଶା ମରା ଧୂଆଁ ପ୍ରୟୋଗ କରୁଛନ୍ତି