ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨, ୨୦୨୨)

ଭୁବନେଶ୍ୱରର ବିଭିର୍ଣ୍ଣ ଦୁର୍ଗାପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୂର୍ତ୍ତୀ

 

ଗାନ୍ଧୀ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଉତ୍ତରଦାୟକ ସଂଯୁକ୍ତ ସଙ୍ଘଟନ ପକ୍ଷରୁ ୟୁନିଟ୍-୯ ସ୍ୱାଧୀନତା ସଂଗ୍ରାମୀ ସହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ

 

ଭୁବନେଶ୍ୱର ୟୁନିଟ-୧ ମହାଦେବ ପୂଜା କମିଟି ପକ୍ଷରୁ ହରପାର୍ବତୀଙ୍କ ମୂର୍ତ୍ତୀ ଓ ତୋରଣ

 

କଟକ ସ୍ଥିତ ମା ଗଡ଼ଚଣ୍ଡୀଙ୍କ ମହା ସରସ୍ୱତୀ ବେଶ

 

କଟକ ଅଲିଶା ବଜାର ପୂଜା ମଣ୍ଡପରେ ଅନୁଷ୍ଠିତ ମହାସପ୍ତମୀ ପୂଜା

 

କଟକର ବିଭିର୍ଣ୍ଣ ପୂଜା ମଣ୍ଡପ