ଓଡ଼ିଶା: ଆଜିର ଫଟୋ ( ମେ ୨, ୨୦୨୩ )

କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ସା ପରିଚୟ ଫାଉଣ୍ଡେଡେସନ ପକ୍ଷରୁ ଜାତୀୟ ଆଦିବାସୀ ମେଳାର ୫ମ ସନ୍ଧ୍ୟାରେ ପରିବେଷିତ ଆଦିବାସୀ ନୃତ୍ୟ

 

 

 

ମା ବୁଢ଼ୀ ଠାକୁରାଣୀ ଯାତ୍ରାର ଶେଷ ଦିନରେ ଅସ୍ଥାୟୀ ମଣ୍ଡପରୁ ମା’ ପଟୁଆରରେ ବାହାରି ନିଜ ମନ୍ଦିରକୁ ଯାଉଛନ୍ତି, ମା’ଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ

 

 

ବରମୁଣ୍ଡା ବସ ଟର୍ମିନାଲରୁ ବିଡିଏର ଉଛେଦ କାର୍ଯ୍ୟ