ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨, ୨୦୨୩ )

କଟକ ତିନିକୋଣିଆ ବଗିଚା ଅର୍ଣ୍ଣପୂର୍ଣ୍ଣା ଲେନରେ ଜଣେ କାରିଗର ବେଣାଚେରରେ ପରଦା ପ୍ରସ୍ତୁତ କରୁଛନ୍ତି

 

 

ଓଡ଼ିଶା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସାଇକେଲ ବିତରଣ ଉତ୍ସବର ଶୁଭାରମ୍ଭ କରୁଛନ୍ତି

 

 

ନିଶାନ ଯାତ୍ରା ପାଇଁ ମାରୱାଡି ମହିଳାମାନେ ହାତରେ ପତାକା ଧରି ଝାରପଡା ଶ୍ୟାମା ମନ୍ଦିର ଅଭିମୁଖେ ଯାଉଛନ୍ତି

 

 

ଏସୟୁସିଆଇ କମ୍ୟୁନିଷ୍ଟ ସଦସ୍ୟମାନଙ୍କ ଗୁରୁବାର ରାଜମହଲ ଛକରେ ରନ୍ଧନ ଗ୍ୟାସ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟ ମୁଲ୍ୟ ବୃଦ୍ଧି ବିରୋଧରେ ଧାରଣା