ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨, ୨୦୨୧)

ଭୁବନେଶ୍ୱର ପିଏମଜି ଛକ ନିକଟରେ ଥିବା ଆମ୍ବ ଗଛରେ ଚଳିତ ବର୍ଷ ଭଲ ଆମ୍ବ ଫଳିଛି

 

ଭୁବନେଶ୍ୱର ଉପକଣ୍ଠ ଦୟାନଦୀରେ ମାଛ ଧରୁଛନ୍ତି ଧୀବର

କଟକ ରାଣୀହାଟ ରାସ୍ତାରେ ଶ୍ରମିକଙ୍କ ବିପଦସଂକୁଳ ଯାତ୍ରା