ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨, ୨୦୨୩ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସଂଗୀତ କାର୍ଯ୍ୟକ୍ରମ, ‘ମୋ ବାପା ମୋ ମା’

 

 

ମହାପ୍ରଭୁ ମନ୍ଦିରକୁ ଯିବାପରେ ରଥରୁ ଚାରମାଳ ଫିଟା ଯାଇ ସାରଥୀଙ୍କୁ ରଥରୁ ଓହ୍ଲାଇ ଦିଆଯାଇଛି

 

 

 

ଭୁବନେଶ୍ୱରରେ ଡେଙ୍ଗୁ ବିପଦ ସତ୍ତ୍ୱେ ଅନେକ ଜାଗାରେ ଅବହେଳିତ ଅବସ୍ଥାରେ ଅଳିଆ ଆବର୍ଜନା ଅଛି, ମଶାମାନଙ୍କ ପାଇଁ ବଂଶ ବିସ୍ତାରର ସ୍ଥାନ

 

 

କଟକ ଚୌଧୁରୀ ବଜାର ଅଂଚଳରେ ଜଣେ କାରିଗର ଶୈବ ପୀଠରେ ଜଳ ଲାଗି ହେତୁ କାଉଡିଆଙ୍କ ପାଇଁ  ବେତର ବାହୁଙ୍ଗି ପ୍ରସ୍ତୁତ କରୁଛନ୍ତି