ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨, ୨୦୨୩ )

ଭୁବନେଶ୍ୱର ଖଣ୍ଡଗିରି ଧର୍ମ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବରେ ପିଲା ମାନଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ

 

 

ପୁରୀ ଅରବାନ୍ ହାଟ ପରିସରରେ ସ୍ଵତନ୍ତ୍ର ହସ୍ତମେଳା ଉଦଘାଟିତ