ଓଡ଼ିଶା: ଆଜିର ଫଟୋ ( ୨ ଏପ୍ରିଲ, ୨୦୨୪ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୁଲ୍ୟରେ ନାଟ୍ୟଧାରାର ନାଟକ, ‘ଚିଠି’

 

 

ଭୁବନେଶ୍ୱର ଜଗନ୍ନାଥ ନଗରରେ ମହିଳାମାନେ ଚୈତ୍ର ମଙ୍ଗଳବାର ପୂଜା କରୁଛନ୍ତି

 

 

ଶିକ୍ଷା ବର୍ଷର ଆରମ୍ଭ ଓ ଗ୍ରୀଷ୍ମ ପ୍ରବାହକୁ ନେଇ ସକାଳୁଆ ଖୋଲିଥିବା ସ୍କୁଲ କାଜିବଜ଼ାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍କୁଲ ଛୁଟି ପରେ ଫେରୁଛନ୍ତି