ଓଡ଼ିଶା: ଆଜିର ଫଟୋ ( ମେ ୨୯, ୨୦୨୧)

କଟକ ନରାଜରେ ମାଛ ଧରୁଛନ୍ତି ଧୀବର

 

କଟକ ବ୍ରଜବିହାରିପୁର କଂକ୍ରିଟ ରାସ୍ତା ମଝିରେ ପୋତା ଯାଇଥିବା ଖୁଣ୍ଟରେ ବସିଛି ଚଢ଼େଇ

 

କଟକ ପୁରୀଘାଟ କାଠଯୋଡ଼ି ନଦୀ ବାଲୁକାଶଯ୍ୟାରେ ପିଲାମାନେ କ୍ରିକେଟ ଖେଳୁଛନ୍ତି

 

ପୁରୁଣା ଭୁବନେଶ୍ୱରରେ ସାନିଟାଇଜ କରୁଛନ୍ତି କର୍ତ୍ତୃପକ୍ଷ

 

ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ ଶଟଡାଉନ ଲାଗି ଯାଞ୍ଚ କରୁଛନ୍ତି ପୋଲିସ