ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୨୯, ୨୦୨୨ )

ଓଡିଶାରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ

 

କଟକ ରେଭେନ୍ସା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନର ପରୀକ୍ଷା ଦେଇ ଛାତ୍ରୀମାନେ ଫେରୁଛନ୍ତି

 

ଭୁବନେଶ୍ୱର ରବୀନ୍ଦ୍ର  ମଣ୍ଡପରେ ଡ୍ରାମା ମହୋତ୍ସବର ଉଦଯାପନ ଦିବସରେ  ଓଡିଆ ଭାଷା

ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପରିବେଷିତ ନାଟକ ‘କବି ସମ୍ରାଟ’

 

ଭୁବନେଶ୍ୱର ସୂଚନା ଭବନଠାରେ ଏକଲବ୍ୟ ପକ୍ଷରୁ ଆୟୋଜିତ ନୃତ୍ୟ ଉତ୍ସବରେ କାହାଣୀ ମାଧ୍ୟମରେ ନୃତ୍ୟ ପରିବେଷଣ