ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୨୯, ୨୦୨୩ )

ବିଶ୍ୱ ନୃତ୍ୟ ଦିବସ ପାଳନ ଅବସରରେ କଟକ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ କଳାକାରଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ଓ ଶାସ୍ତ୍ରୀୟ ସଂଗୀତ ଆସର,  ଦୃଷ୍ଟିବାଧିତ ଯୁବକଙ୍କ ଦ୍ୱାରା ପରିବେଷିତ ଶାସ୍ତ୍ରୀୟ ସଂଗୀତ

 

 

କଟକ ଚାନ୍ଦିନ ଚୌକ ଅଷ୍ଟଶମ୍ଭୁ ମନ୍ଦିର ନିକଟରେ ଥିବା ଶନି ଦେବଙ୍କ ପ୍ରତିମୂର୍ତ୍ତିରେ ଗ୍ରହରାଜ ଶନିଙ୍କ ଜନ୍ମ ଦିବସରେ ଜଳ ଲାଗି କରୁଥିବା ଶ୍ରଦ୍ଧାଳୁ

 

 

‘ଦ ସ୍କୁଲ ଅଫ୍ ରାଗ ସଂଗୀତ’ର ଭଞ୍ଜକଳା ମଣ୍ଡପରେ ବାର୍ଷିକ ଉତ୍ସବ ପାଳନ

 

 

ମା ବୁଢ଼ୀ ଠାକୁରାଣୀ ଯାତ୍ରାର ୨୫ ଦିନରେ ମାନସିକ ଧାରିଙ୍କ ବିଭିନ୍ନ ପ୍ରକାର ବେଶ ଓ ଅସ୍ଥାୟୀ ମଣ୍ଡପରେ ମାଙ୍କୁ ଦର୍ଶନ ପାଇଁ ଭିଡ

 

 

କଟକ ଅନ୍ନପୂର୍ଣ୍ଣା ଥିଏଟର ବି-ଗ୍ରୁପ କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ନାଟକ, କାହାକୁ କହିବା ଶିକ୍ଷିତ