ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୮, ୨୦୨୧)

ଭୁବନେଶ୍ୱର ସୂଚନାଭବନ ସମୁଖରେ ଲାଗିଥିବା ଲୁହା ବାଡକୁ ରଙ୍ଗ କରାଯାଉଛି

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ନେଦରଲ୍ୟାଣ୍ଡ ଓ ୟୁନାଇଟେଡ଼ ଷ୍ଟେଟସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍

 

ଭୁବନେଶ୍ୱର ବିଧାନସଭାର କାନ୍ଥକୁ ରଙ୍ଗ କରି ଶ୍ରମିକମାନେ ଏକ ଟ୍ରଲିରେ ଜିନିଷ ଲଦି ଯାଉଛନ୍ତି

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ପାକିସ୍ତାନ ବନାମ ଆର୍ଜେଣ୍ଟିନା

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ସ୍ପେନ୍ ଓ କୋରିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍: ସ୍ପେନ୍ ୯-୦ରେ ବିଜୟୀ