ଓଡ଼ିଶା: ଆଜିର ଫଟୋ ( ମେ ୨୮, ୨୦୨୧ )

କଟକ ରାଣୀହାଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରେ ଜଣେ ମହିଳା ବାଉଁଶ ଜାତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି

 

ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟରେ ଲୋକଙ୍କ ପ୍ରବଳ ଭିଡ

 

ଜଣେ ଲୋକ ଭୁବନେଶ୍ୱର ଉପକଣ୍ଠରେ ଥିବା ବାଲିଅନ୍ତା ଠାରେ ଏକ କେନାଲରୁ ଜାଲ ପକାଇ ମାଛ ଧରୁଛନ୍ତି

 

ଲକ୍‌ଡାଉନ୍ ଚାଲିଥିଲେ ମଧ୍ୟ ଭୁବନେଶ୍ୱର କଳ୍ପନା ଛକରେ ଲୋକଙ୍କ ଭିଡ

 

କଟକ ଛତ୍ରବଜାର ଠାରେ ଥିବା ଫଳ ବଜାର ଲକ୍‌ଡାଉନ୍ ପାଇଁ ନିଛାଟିଆ ଲାଗୁଛି