ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୮, ୨୦୨୧ )

ରାଜଧାନୀରେ ପ୍ରବଳ ବର୍ଷା: ଅସ୍ତବ୍ୟସ୍ତ ଜନ ଜୀବନ

 

ସପ୍ତାହାନ୍ତ ଶଟଡାଉନରେ ଭୁବନେଶ୍ୱର ରାଜମହଲରେ ପୋଲିସ ଚେକିଂ

 

ଭୁବନେଶ୍ୱର ବାଣୀବିହାର-ରସୁଲଗଡ ରାସ୍ତା ପାର୍ଶ୍ଵରେ ଗଣେଶଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ

 

ଶଟଡାଉନରେ କଟକ ରେଳଷ୍ଟେସନ ଖାଁ ଖାଁ