ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୭, ୨୦୨୧)

ଭୁବନେଶ୍ୱର ରେଳସଦନ ରାସ୍ତା ପାର୍ଶ୍ଵ ଲୁହା ଗ୍ରିଲ ମରାମତି ଚାଲିଛି

 

 

ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ  ଚାଲିଛି ବିଦ୍ୟୁତ  ମରାମତି କାମ

 

 

କଟକ ସିଡିଏ ରିଂ ରୋଡ଼ ପାର୍ଶ୍ୱ ପେଟାନାଳ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି

 

 

ସିଏମସି ପକ୍ଷରୁ କଟକ ଗଡ଼ଗଡ଼ିଆ ଘାଟ ମହାନଦୀ ପଠାରେ ଥିବା ବସ୍ତି ଉଚ୍ଛେଦ