ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୭, ୨୦୨୧ )

ଭୁବନେଶ୍ୱର ୟୁନିଟ୍-୧ ହାଟରେ ଖୁଦୁରୁକୁଣୀଙ୍କ ମୃଣ୍ମୟ ମୂର୍ତିର ବିପ୍ପଣି

 

କଟକ ବେଲଭିୟୁ ଛକ ସ୍ଥିତ ସ୍ମାରକୀ ଉଦ୍ୟାନ ପରିସରରେ ଶିଳ୍ପୀ ସିଦ୍ଧାର୍ଥ ବେହେରାଙ୍କ  ବାଲୁକା କଳା

 

ଭୁବନେଶ୍ୱର ବାଣୀ ବିହାର ସତସଙ୍ଗ ମନ୍ଦିର ସମ୍ମୁଖ ଜାତୀୟ ରାଜପଥରେ ଦୁର୍ଘଟଣା

 

ସ୍ମାର୍ଟ ସିଟି ଭୁବନେଶ୍ୱରର ଏଭଳି ରୂପ