ଓଡ଼ିଶା: ଆଜିର ଫଟୋ (ମେ ୨୫, ୨୦୨୧)

ଭୁବନେଶ୍ୱରରେ ଲଗାଣ ବର୍ଷା

 

ଭୁବନେଶ୍ୱର ପିଏମଜି ଛକରେ ଲିଚୁ ବିକୁଛନ୍ତି ବ୍ୟବସାୟୀ

 

 

କଟକ ବାଦାମବାଡ଼ି ମୁଖ୍ୟରାସ୍ତାରେ ବସିଥିବା ଅସ୍ଥାୟୀ ପରିବା ବଜାରରେ ଲୋକଙ୍କ ଭିଡ଼

 

କଟକ ସହରରେ ଲଘୁଚାପଜନିତ ଲଗାଣ ବର୍ଷା