ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୫, ୨୦୨୨)

 

ଭୁବନେଶ୍ୱର ପିଏମଜିରେ ପଥପ୍ରାନ୍ତ ନାଟକ ‘ହିନ୍ଦୁସ୍ତାନ ମେରି ଜାନ’ ପ୍ରଦର୍ଶିତ

 

 

ଦିନ ୧୧ଘଟିକା ସମୟରେ ମଧ୍ୟ କଟକ ବାଦାମବାଡ଼ି ଅଞ୍ଚଳ କୁହୁଡ଼ି ଆଚ୍ଛାଦିତ

 

କଟକ ମହାନଦୀ ଜଳରାଶିରେ ସିଲଭର ସିଟି ବୋଟ କ୍ଲବ ସ୍କୁବା ଡାଇଭରଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ