ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୫, ୨୦୨୧)

କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ କ୍ୟାଥଲିକ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା

 

 

ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନରେ ଶ୍ରଦ୍ଧାଳୁଙ୍କ  ଦର୍ଶନ

 

 

ବଡଦିନ ଅବସରରେ ପୁରୀ ଚର୍ଚ୍ଚରେ ଶ୍ରଦ୍ଧାଳୁ ମାନେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରୁଛନ୍ତି