ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୪, ୨୦୨୦)

କଟକ ଦୋଳମୁଣ୍ଡାଇ କାର୍ତ୍ତିକେଶ୍ୱର ପୂଜାମଣ୍ଡପରେ ପ୍ରତିମାଙ୍କୁ ରଙ୍ଗତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ

 

ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପାଇଁ କଟକ ଫିରଙ୍ଗୀବଜ଼ାରରେ କାରିଗର ପ୍ରସ୍ତୁତ କରୁଛନ୍ତି ନାଗାର୍ଜୁନ ଥାଟ,ମୁକୁଟ,ହସ୍ତ,ପାଦ

ଭୁବନେଶ୍ୱର ପିଏମଜିରେ ରାଲି ସମୟରେ ସାମାଜିକ ଦୂରତ୍ବକୁ ମାନୁନାହାନ୍ତି ଲୋକେ