ଓଡ଼ିଶା: ଆଜିର ଫଟୋ ( ୨୪ ମାର୍ଚ୍ଚ, ୨୦୨୪ )

ଭୁବନେଶ୍ୱର ଜନପଥରେ ମାରୱାଡି ସମ୍ପ୍ରଦାୟର ମହିଳାମାନେ ହୋଲିକା ଦହନ ପର୍ବ ପାଳନ କରୁଛନ୍ତି

 

 

ଘରୋଇ ମାଟିରେ ଇତିହାସ ରଚିଲା ଓଡ଼ିଶା ଏଫ୍ ସି: ପ୍ରଥମ ଥର ହାତେଇଲା ଇଣ୍ଡିଆନ୍ ୱିମେନ୍ସ ଲିଗ୍ ଟ୍ରଫି

 

 

ବାଲିଯାତ୍ରା ଉପର ପଡିଆରେ ଚାଲିଥିବା କଟକ ବୈଶାଖୀ ବାଣିଜ୍ୟ ମେଳା