ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୧)

ଭୁବନେଶ୍ୱର ଓୟୁଏଟି ପରିସରରେ ମହିଳାମାନେ ମାଣ୍ଡିଆ କିଆରୀରେ ଉଠିଥିବା ଅନାବନା ଘାସ ବାଛୁଛନ୍ତି

 

 

ଶଟଡାଉନରେ ଭୁବନେଶ୍ୱର

 

କଟକ ଏସସିବି ମେଡିକାଲରେ ଆଉଟଡୋର ଟିକେଟ ପାଇଁ  ଭିଡ଼

 

ଶଟଡାଉନରେ ଆବଶ୍ୟକ ଯାତ୍ରୀ ନ ଥିବାରୁ କଟକ ବାଦାମବାଡ଼ିରେ ଅଟକି ରହିଛି ବସ

 

କଟକ ଛତ୍ରବଜ଼ାର ଫଳ ମାର୍କେଟରେ ଟ୍ରକରୁ ଆମ୍ବ ଖଲାସ କରାଯାଉଛି

 

ଶଟଡାଉନରେ ଯୋବ୍ରା ଆନିକଟ ରାସ୍ତା