ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୪, ୨୦୨୪)

ଭୁବନେଶ୍ୱର ପିଏମଜି ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ୭୫ତମ ଗଣତନ୍ତ୍ର ଦିବସ ପ୍ୟାରେଡ଼ ପାଇଁ ପ୍ରସ୍ତୁତି

 

 

ରାଜଧାନୀରେ ଜାନୁଆରୀ ୨୬ରୁ ଆରମ୍ଭ ହେବାକୁ ଥିବା ଆଦିବାସୀ ମେଳା ପାଇଁ ଆଦିବାସୀମାନେ ପ୍ରସ୍ତୁତିରେ ଲାଗିଛନ୍ତି