ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ନୂଆଖାଇ ପରିବାର ପକ୍ଷରୁ ନୂଆଖାଇ ଭେଟଘାଟରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ

 

କଟକ ସ୍ଥିତ ମା’ ବାସନ୍ତୀ ଦୁର୍ଗାଙ୍କ କମଳା ବେଶ

 

କଟକ ପିଠାପୁର ସ୍ଥିତ ମା’ ଧାକୁଲେଇଙ୍କ ସରସ୍ୱତୀ ବେଶ

 

କଟକ ସ୍ଥିତ ମା’ କଟକ ଚଣ୍ଡୀଙ୍କ ଜୟଦୁର୍ଗା ବେଶ

 

କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଲିଜେଣ୍ଡସ୍ ଲିଗ୍ ଟି -୨୦ କ୍ରିକେଟ୍ ମ୍ୟାଚ୍ ପାଇଁ ଦର୍ଶକମାନେ ଟିକେଟ କିଣୁଛନ୍ତି

 

ଜାତୀୟ କ୍ୟାରିୟର ସେବା କେନ୍ଦ୍ର ଭୁବନେଶ୍ୱର, ତୋଷାଳୀ ପ୍ଲାଜାରେ ଏସସି / ଏସଟି ପାର୍ଥିଙ୍କ ପାଇଁ ଚାକିରି ମେଳା ଆୟୋଜନ କରିଛନ୍ତି