ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୩, ୨୦୨୧ )

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

 

କଟକ ବାଳୁବଜାର ନୟାସଡକ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା ତାର

 

ରାଜଧାନୀ ଝାରପଡା ଓଭର୍ ବ୍ରିଜ ଉପରେ ମେଘର ଦୃଶ୍ୟ

 

ଗଡକଣା ମହାବୀର ବସ୍ତିକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି