ଓଡ଼ିଶା: ଆଜିର ଫଟୋ ( ଡ଼ିସେମ୍ବର ୨୩, ୨୦୨୧ )

ବଡ଼ଦିନ ଲାଗି ଭୁବନେଶ୍ୱର ୟୁନିଟ ୪ସ୍ଥିତ ୟୁନିୟନ ଚର୍ଚ୍ଚରେ ଚାଲିଛି ସାଜସଜ୍ଜା

 

ଭୁବନେଶ୍ୱର ଅଶୋକନଗର ଅଂଚଳରେ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି

 

ସ୍କାଉଟସ୍ ଏବଂ ଗାଇଡ୍ ସଦସ୍ୟମାନେ ଭୁବନେଶ୍ୱର ରାମମନ୍ଦିର ଛକରେ ସଡକ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରୁଛନ୍ତି