ସ୍ଵସ୍ତିକ ପ୍ରୀମିୟମ୍ ହୋଟେଲ ପରିସରରେ AITO ସମ୍ମିଳନୀ ଉଦଘାଟିତ ହୋଇଛି।

ଶୁକ୍ରବାର ଦିନ ଭୁବନେଶ୍ୱରର ଓଡିଶି ନୃତ୍ୟ ପରିଷଦ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ‘୧୬ ବର୍ଷରୁ କମ ବୟସର ପିଲାମାନଙ୍କ’ ଓଡିଶୀ ନୃତ୍ୟୋତ୍ସବ ଆୟୋଜିତ ହୋଇଯାଇଛି


ରଥଯାତ୍ରା ପରେ ସିଂହଦ୍ଵାର ସମ୍ମୁଖରେ ଦଣ୍ଡାୟ ମାନ ଥିବା ରଥ ଗୁଡ଼ିକୁ ଭଙ୍ଗା ଆରମ୍ଭ ହୋଇଛି। ପ୍ରଥମେ ସୁଭଦ୍ରାଙ୍କ ରଥକୁ ଭୋଇସେବାୟତ ମାନେ ଭାଙ୍ଗିବା ଆରମ୍ଭ କରିଛନ୍ତି।



