ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୨, ୨୦୨୨)

ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଭୁବନେଶ୍ୱରରେ ମହିଳାମାନେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରୁଛନ୍ତି

 

ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ପରିବେଷିତ ନାଟକ ‘ଫୁଲନୋଳ’

 

ଭୁବନେଶ୍ୱର ନିକଟସ୍ଥ ଧଉଳିରେ ‘ଧଉଳି କଳିଙ୍ଗ ମହୋତ୍ସବ’ ଆରମ୍ଭ