ଓଡ଼ିଶା: ଆଜିର ଫଟୋ (ଜୁନ ୨୨ , ୨୦୨୧)

ଭୁବନେଶ୍ୱରରେ ପ୍ରବଳ ବର୍ଷା

 

କଟକ ଦୋଳମୁଣ୍ଡାଇ ରାସ୍ତା ପାର୍ଶ୍ୱରେ ଛତା ବିକ୍ରୟ କରୁଛନ୍ତି ବ୍ୟବସାୟୀ

 

ଭୁବନେଶ୍ୱରରେ ଖବରକାଗଜ ବିତରକମାନଙ୍କ ଲାଗି ବିଏମସି ତରଫରୁ ସ୍ୱତନ୍ତ୍ର ଟୀକାକରଣ

 

 

କଟକ ସିଡିଏ ନେତାଜୀ ସେତୁରୁ ମେଘାଚ୍ଛନ୍ନ ଆକାଶର ଦୃଶ୍ୟ

 

କଟକ କଚେରୀ ଛକ ପାର୍ଶ୍ୱରେ ଛତା ମରାମତି

 

 

କଟକ ସହରରେ ଝିପି ଝିପି ବର୍ଷା