ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୨୨, ୨୦୨୩ )

ଭୁବନେଶ୍ୱର ୟୁନିଟ-୩ ମସଜିଦରେ ଇଦ୍ ଉଲ୍-ଫିତର ଅବସରରେ ମୁସଲିମ୍ ଭାଇ ମାନଙ୍କ ସମୂହ ପ୍ରାର୍ଥନା

 

ଜଣେ ସାଇକେଲ ଚାଳକ ଅନ୍ୟ ଜଣେ ସାଇକେଲ ଚାଳକକୁ ସାଙ୍ଗରେ ନେଇ ଆଗକୁ ନେଉଛନ୍ତି

 

 

କଟକ ସତୀଚଉରା ସ୍ଥିତ ଇଦଗାହ ଠାରେ ପବିତ୍ର ଇଦ୍ ପର୍ବ ଅବସରରେ ସାମୁହିକ ନମାଜ ପାଠ

 

 

 

ମା ବୁଢ଼ୀ ଠାକୁରାଣୀ ଯାତ୍ରାର ୧୯ ଦିନରେ ମାନସିକ ଧାରୀଙ୍କ ବିଭିନ୍ନ ପ୍ରକାର ବେଶ, ଅସ୍ଥାୟୀ ମଣ୍ଡପରେ ମା ଙ୍କୁ ଦର୍ଶନ ଓ ମା ଙ୍କ ପାଦକୁ ଧୋଇବା ପାଇଁ ଶ୍ରଦ୍ଧାଳୁ ଭିଡ

 

 

ଘଟ ପରିକ୍ରମା