ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୧, ୨୦୨୧)

ଏଭଳି ହୋଇଛି ପାନୀୟ ଜଳ ବ୍ୟବସ୍ଥା

 

କଟକ ଦରଘାବଜ଼ାର ଜନଗହଳି ରାସ୍ତାରେ ବୁଲା ଗୋରୁ

 

ପବିତ୍ର ଇଦ୍‌-ଉଜ୍‌-ଜୁହା ଅବସରରେ ସମୂହ ନମାଜ ପାଠ

 

ଭୁବନେଶ୍ୱର ୟୁନିଟ-୪ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଠାରୁ ଗର୍ଭବତୀଙ୍କୁ କୋଭିଡ ଟୀକାକରଣ ଆରମ୍ଭ