ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୧, ୨୦୨୩ )

 

ଓଡିଶା ବିଧାନସଭାର ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ

 

 

କଟକ ସିଡିଏ ବେଲଭିଉ ଛକ ଠାରୁ ଶିଶୁ ଭବନ ରିଂ ରୋଡ ରାସ୍ତାରେ ଉଡୁଥିବା ଧୂଳି

 

 

ଭୁବନେଶ୍ୱର ପିଏମଜିରେ ତାଲଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଲଚେରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଧାରଣା

 

କଳିଙ୍ଗ ଷ୍ଟାଡିୟମରେ ଜାମସେଦପୁର ଏଫସି ବିପକ୍ଷ ମ୍ୟାଚ୍ ପୂର୍ବରୁ, ଓଡିଶା ଏଫସି ଦ୍ୱାରା ପ୍ରି-ମ୍ୟାଚ୍ ସମ୍ମିଳନୀ