ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୦, ୨୦୨୩ )

ରାଜଧାନୀରେ ବର୍ଷା

 

 

ବକ୍ସିବଜାର ବାରପଥର ଅଂଚଳରେ ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଘଟଣାକୁ ନେଇ ସିଏମସି ପକ୍ଷ୍ୟରୁ କଟକର ବିଭିର୍ନ ଜାଗାରେ ମୁକୁଳା ଥିବା ଡ୍ରେନ ପାର୍ଶ୍ୱରେ ବାଉଁଶର ବାରିକେଡ ଦିଆଯାଇଛି