ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧, ୨୦୨୧ )

କଟକ ମା’ ଝାଞ୍ଜିରୀମଙ୍ଗଳାଙ୍କ ଭୁବନେଶ୍ୱରୀ ବେଶ

 

କଟକରେ ମା’ ଗଡ଼ଚଣ୍ଡୀଙ୍କ ହରଚଣ୍ଡୀ ବେଶ

 

ମା’ କଟକ ଚଣ୍ଡୀଙ୍କ ଉଗ୍ରତାରା ବେଶ

 

ଭୁବନେଶ୍ୱରରେ ଓଡିଶା ଲଲିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ଆର୍ଟ ଏକ୍ସପୋ

 

ସ୍ୱତନ୍ତ୍ର ଯୁକ୍ତ-୨ ଅଫଲାଇନ୍ ପରୀକ୍ଷା ଦେଇସାରି ଛାତ୍ରୀଛାତ୍ର ଭୁବନେଶ୍ୱର ବିଜେବି କଲେଜରୁ ଫେରୁଛନ୍ତି