ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧, ୨୦୨୨)

ଭୁବନେଶ୍ୱର ରାମମନ୍ଦିରରେ ନୂଆବର୍ଷ ଲାଗି ଦୀପ ପ୍ରଜ୍ୱଳନ

 

ଭୁବନେଶ୍ୱର ସୁନ୍ଦରପଦାରେ ବଗଙ୍କ ମନୋରମ ସମାବେଶ

କଟକ ସିଲଭର ସିଟି ବୋଟିଂ କ୍ଲବରେ ନୂଆବର୍ଷ ପାଇଁ ଭିଡ଼

 

ନୂଆବର୍ଷରେ କଟକ ଯୋବ୍ରାସ୍ଥିତ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖ ମହାନଦୀ ତଟ

 

ନବବର୍ଷ ପାଳନ ଅବସରରେ କଟକ ବାଲିଯାତ୍ରା ତଳ ପଡ଼ିଆ ଗଡ଼ଗଡ଼ିଆ ଘାଟରେ ଭିଡ଼

 

କଟକ ଯୋବ୍ରା ରାସ୍ତା ପାର୍ଶ୍ୱସ୍ଥ ଆଇ ଲଭ କଟକ ଫଳକ ନିକଟରେ ଫଟୋ ଉଠା ଚାଲିଛି