ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧, ୨୦୨୧)

ମହାନଦୀର କଟକ ଜୋବ୍ରା ଆନିକଟରେ ପକ୍ଷୀଙ୍କ ସମ୍ଭାର

 

କଟକ ରାଣୀହାଟ ପୋଲ ଫୁଟପାଥ ଉପରେ ମାର୍ଗଶିର ମାଣବସା ଗୁରୁବାର ପାଇଁ ପୂଜା ସାମଗ୍ରୀ କିଣୁଛନ୍ତି ମହିଳା

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଜର୍ମାନୀ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚ୍: ଜର୍ମାନୀ ୩-୧ଗୋଲରେ ବିଜୟୀ

 

ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚ୍: ଆର୍ଜେଣ୍ଟିନା ୨-୧ଗୋଲରେ ବିଜୟୀ

 

ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଫ୍ରାନ୍ସ ଓ ମାଲେସିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ : ଫ୍ରାନ୍ସ ୪-୦ ଗୋଲରେ ବିଜୟୀ