ଓଡ଼ିଶା: ଆଜିର ଫଟୋ ( ୧୮ ମେ, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି

 

 

କଟକର କାଠଯୋଡି ନଦୀରେ ଗାଧୋଇବା ସମୟରେ ଦୁଇ ଇଞ୍ଜିନିୟର ବୁଡ଼ି ଯିବା ପରେ ଉଦ୍ଧାରକାରୀ ଦଳ ଖୋଜାଖୋଜି କରୁଛନ୍ତି