ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧୭, ୨୦୨୩ )

ରାଜଧାନୀ ଭୁବନେଶ୍ୱରରେ ବିଶ୍ୱକର୍ମା ପୂଜା

 

 

କଟକ ଗୌରୀଶଙ୍କର ପାର୍କ ନିକଟ ରାସ୍ତା ପାର୍ଶ୍ୱରେ ଜଣେ ବ୍ୟବସାୟୀ ଗଣେଶ ପ୍ରତିମା ଗୁଡିକୁ ବିକ୍ରି ପାଇଁ ସଜାଇ ରଖୁଛନ୍ତି

 

 

କଟକ ରାଣୀହାଟ କେନାଲ ରୋଡ ପାର୍ଶ୍ୱରେ ଗଣେଶ ପୂଜାରେ ବ୍ୟବହୃତ ବାଉଁଶରେ ପ୍ରସ୍ତୁତ ତୋରଣ ଗୁଡିକ ବିକ୍ରୟ ପାଇଁ ରଖାଯାଇଛି

 

 

କଟକରେ ବିଶ୍ୱକର୍ମା ପୂଜା

 

 

ଛତ୍ରପୁର ସହର ସମେତ ଆଖପାଖ ଅଂଚଳରେ ପୂଜା ପାଇଲେ ଦେବ ଶିଳ୍ପୀ ବିଶ୍ୱକର୍ମା