ଓଡ଼ିଶା: ଆଜିର ଫଟୋ (ମେ ୧୭, ୨୦୨୨)

ରାଜଧାନୀରେ ପ୍ରବଳ ଖରା: ଭୁବନେଶ୍ୱର ଭିଏସଏସ ନଗର ରାସ୍ତାରେ ଶୋଷ ମେଣ୍ଟାଇବାକୁ ଜଣେ ବ୍ୟକ୍ତି ଟ୍ୟାପରୁ ପାଣି ପିଉଛନ୍ତି

 

ଭୁବନେଶ୍ୱର ଲୋକସେବା ଭବନରେ ନବନିଯୁକ୍ତ ଅଧ୍ୟାପକଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ

 

କଟକ ଶହୀଦ ଭବନରେ ପୋଲିସ ଏବଂ ଟ୍ରାନ୍ସପୋର୍ଟ ବିଭାଗର କର୍ମଚାରୀଙ୍କ ଲାଗି ଅୟୋଜିତ ରାଜ୍ୟସ୍ତରୀୟ କ୍ରାଶ ଇନଭେଷ୍ଟିଗେଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଟ୍ରାନ୍ସପୋର୍ଟ କମିଶନର ଅରୁଣ ବୋଥ୍ରା ଏବଂ ଜିଲାପାଳ ଭବାନୀ ଶଙ୍କର ଚୟନି ବକ୍ତବ୍ୟ ରଖୁଛନ୍ତି

 

ଏଏସଆଇ ଟିମ ଉପସ୍ଥିତିରେ ପୁରୀ ଏମାର ମଠ ପରିସରରେ ଖନନ କରାଯାଉଛି