ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୬, ୨୦୨୧)

କଟକ ସହରରେ ହୋଲି ଲାଗି ଜମିଲାଣି ରଙ୍ଗ ବେପାର

 

ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ପାଳନ ଲାଗି ସିଡିଏ ନବନିର୍ମିତ ପାର୍କ ପରିସରରେ ତିଆରି ହେଉଛି ବ୍ରୋଞ୍ଜ ପ୍ରତିମୂର୍ତ୍ତି