ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୬, ୨୦୨୪)

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ପାଇଁ ପ୍ରସ୍ତୁତ ପରିକ୍ରମା ପ୍ରକଳ୍ପ

 

 

ଶ୍ରୀମନ୍ଦିର ପ୍ରକଳ୍ପରେ ଫୁଲ ସଜା ପାଇଁ ଗଦାଯାଇଛି

 

 

ପୁରୀ ଦୋଳମଣ୍ଡପ ସାହି ଓ କୁଣ୍ଢେଇ ବେଣ୍ଟ ସାହି ମେଢ

 

 

ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଅବସରରେ ବାଲୁକା କଳା

 

 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଦାଣ୍ଡକୁ ସଜାଯାଇଛି