ଓଡ଼ିଶା: ଆଜିର ଫଟୋ ( ୧୪ ମେ, ୨୦୨୫ )

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ୫୭ତମ ବାଣୀଚିତ୍ର ସିନେ ପୁରସ୍କାର ସମାରୋହ

 

 

କଟକ ଯୋବ୍ରା ଆନିକଟ ରାସ୍ତା ପାର୍ଶ୍ୱରେ ଜଣେ ଫଳ ବ୍ୟବସାୟୀ ଫଳ ଗୁଡିକୁ ସତେଜ ରଖିବା ପାଇଁ ପାଣି ସିଞ୍ଚନ କରୁଛନ୍ତି