ଓଡ଼ିଶା: ଆଜିର ଫଟୋ ( ୧୩ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱରରେ ଗଣେଶ ଚତୁର୍ଥୀ ପୂର୍ବରୁ ବଜାରରୁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଭକ୍ତମାନେ ନେଉଛନ୍ତି

 

 

 

କଟକ ଚାନ୍ଦିନୀଚୌକ ବନ୍ଧବାସେଳି କ୍ଲବରେ ଗଣେଶ ପୂଜାର ଅବ୍ୟବହିତ ପୂର୍ବରୁ ଗଣେଶଙ୍କ ମୃଣ୍ମୟୀ ପ୍ରତିମାକୁ ଅଳଙ୍କାରରେ କାରିଗର ସଜାଉଛନ୍ତି

 

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚନାୟକ, ସମ୍ବଲପୁରର କଳାକାରମାନେ ନାଟ୍ୟଧାରା ଆୟୋଜିତ ‘ସରଗ ନରକ’ ନାଟକ ପରିବେଷଣ କରୁଛନ୍ତି

 

 

 

📲 Follow Dharitri – Odisha’s No.1 Odia Daily 📰✨