ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୨, ୨୦୨୨)

ଭୁବନେଶ୍ୱର ରାଜାରାଣୀ ମନ୍ଦିରରେ, ରାଜାରାଣୀ ସଂଗୀତ ଉତ୍ସବ-୨୦୨୨ ଉଦଘାଟନ

 

ଭୁବନେଶ୍ୱର ଭଞ୍ଜକଲା ମଣ୍ଡପରେ ଦେବଦାସୀ ନୃତ୍ୟ ମନ୍ଦିର ପକ୍ଷରୁ, ନୃତ୍ୟ ପ୍ରଦର୍ଶନ

 

ଭୁବନେଶ୍ୱର ସ୍ଥିତ ‘ଦି ପ୍ରେସ୍ କ୍ଳବ୍ ଅଫ୍ ଓଡିଶା’ରେ ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌ ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକ

 

ଓଡିଶା ପୌର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ