ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୧, ୨୦୨୩ )

ରସୁଲଗଡ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ପଞ୍ଚୁ ଦୋଳ ମେଳଣରେ ଠାକୁରମାନେ ବିମାନରେ ବସିଛନ୍ତି

 

 

ଶାସ୍ତ୍ରୀୟ ଓଡିଆ ଭାଷା ଦିବସ: ରାଜ୍ୟପାଳ ଗଣେଶୀ ଲାଲ ଭୁବନେଶ୍ୱରର ସୂଚନା ଭବନରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ ଦ୍ୱାରା ଆୟୋଜିତ ଏକ ଜାତୀୟ ସେମିନାରରେ ଯୋଗ ଦେଇଛନ୍ତି

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ, ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ଦ୍ୱାରା ଆୟୋଜିତ ସୁଫିଆନା ଏବଂ ଭକ୍ତି ସଂଗୀତ ମହୋତ୍ସବର ଉଦଯାପନୀ ଦିବସ