ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୧, ୨୦୨୧)

ସ୍ୱାଧୀନତା ଦିବସ ପୂର୍ବରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅଭ୍ୟାସରତ ପୋଲିସ

 

ଅଲମ୍ପିକ୍ସରେ ଭାଗ ନେଇଥିବା ଓଡିଶା ହକି ଖେଳାଳିଙ୍କୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା