ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୦, ୨୦୨୧)

ପାର୍ବଣ ପୁଜା ଅବସରରେ ପୁରୀ ମାର୍କଣ୍ଡ ପୁଷ୍କରିଣୀ ପରିସରରେ କୁଆଁରୀ କନ୍ୟାମାନେ ପୁଜା କରୁଛନ୍ତି

 

ଭୁବନେଶ୍ୱର ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ

 

ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ରାସ୍ତା କଡ଼ରେ ଲୋକମାନେ ସାଜସଜ୍ଜା ସାମଗ୍ରୀ କିଣୁଛନ୍ତି

 

ମା’ ଗଡ଼ଚଣ୍ଡୀଙ୍କ ଗାୟତ୍ରୀ ବେଶ

 

ମା’ ଝାଞ୍ଜିରୀମଙ୍ଗଳାଙ୍କ ବନଦୁର୍ଗା ବେଶ

 

କଟକ ବାଦାମବାଡି ଛକରେ ପାଣି ପାଇପ ଫାଟି ଏକ ଗଭୀର ଗର୍ତ୍ତ ସୃଷ୍ଟି